ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଉପରମୁହାଁ

ସମ୍ବଲପୁର : ରାଜ୍ୟରେ କରୋନାର ଚତୁର୍ଥ ଲହର ଆରମ୍ଭ ହୋଇସାରିଥିବା କହାଯାଉଛି। ଏହି ଲହରରେ ସଂକ୍ରମଣ ହାର ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାର ଟିପିଆର୍‌(ଟେଷ୍ଟ ପଜିଟିଭ୍‌ ରେସିଓ) ୧୦ ଉପରେ ରହିଛି। ଅର୍ଥାତ ଟେଷ୍ଟ କରୁଥିବା ପ୍ରତି ୧୦୦ ଜଣଙ୍କରେ ୧୦ରୁ ଅଧିକ ସଂକ୍ରମିତ ଏହି ୩ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାର ଟିପିଆର୍‌ସାରା ରାଜ୍ୟରେ ସର୍ବାଧିକ ରହିଛି। … Continue reading ପଶ୍ଚିମ ଓଡ଼ିଶାରେ କରୋନା ସ୍ଥିତି ଉପରମୁହାଁ